- Kalupada Seka (heat therapy) is a treatment which is used to heal fractured bones,
Spondilytis, Joint pain, Back pain and Sciatica pain. At first this practise was
started in Kalupada Ghat, Khordha, Odisha; hence, the name of the treatment is
also named after the place.
|
|
- କାଳୁପଡା ସେକ(ଗରମ ଚିକିତ୍ସା) ହେଉଛି ଏକ ପ୍ରକାର ଉପଚାର ଯାହାକୁ ଭ୍ୟବହାର କରି ଭଙ୍ଗା ହାଡ, ସ୍ପଣ୍ଡିଲାଇଟିସ୍
, ଆଣ୍ଠୁ ଗଣ୍ଠି ବାତ, ପିଠି ଯନ୍ତ୍ରଣା, ସାଇଟିକା ଯନ୍ତ୍ରଣା ସବୁ ଠିକ୍ କରାଯାଇଥାଏ | ପ୍ରଥମେ ଏହି
ଚିକିତ୍ସା ପଦ୍ଧ୍ହତି କାଳୁପଡା ଘାଟ, ଖୋର୍ଦ୍ଧା, ଓଡିଶା ରେ ଆରମ୍ଭ ହୋଇଥିବାରୁ ଏହାର ନାମ କାଳୁପଡା
ସେକ ଭାବରେ ନାମିତ କରାଯାଇଛି |
|
- Is this an Ayurvedic treatment ?
- Yes, this is an ayurvedic treatment.
|
|
- ଏହା କ'ଣ ଏକ ଆୟୁର୍ବେଦିକ ଚିକିତ୍ସା ଅଟେ କି ?
- ହଁ, ଏହା ଏକ ଆୟୁର୍ବେଦିକ ଚିକିତ୍ସା ଅଟେ |
|
- How does this treatment heal certain pain related physical problems ?
- First of all, herbal oil is applied above the skin of the pain giving body part.
Then on a bandage some herbal oils and potion is kept on the affected area and heat
is applied by the help of a hot iron rod if required. The person only feels the
heat as he/she can bear and gets relief from pain.
|
|
- କିପରି ଏହି ଚିକିତ୍ସା ଶରୀରର ଯନ୍ତ୍ରଣା ସମ୍ବନ୍ଧୀୟ ଅସୁବିଧା ଗୁଡିକୁ ଠିକ୍ କରିଥାଏ ?
- ସର୍ବ ପ୍ରଥମେ ଏକ ପ୍ରକାର ଆୟୁର୍ବେଦିକ ତୈଳକୁ ଯନ୍ତ୍ରଣା ହେଉଥିବା ଶରୀରର ଚର୍ମ ଉପରେ ଲଗା ଯାଏ
| ତାପରେ କିଛି ପରସ୍ତ କଟନ କପଡା ଉପରେ ଏକ ପ୍ରକାର ତୈଳ ଓ ଆୟୁର୍ବେଦିକ ଲେପ ଦିଆଯାଏ ଏବଂ ତାପରେ
ଯଦି ଦରକାର ହୁଏ ତାହେଲେ ଏକ ଗରମ ଲୁହା ରଡ ସାହାଯ୍ୟରେ ଧିରେ ଧିରେ ସେକ ଦିଆଯାଏ | ବ୍ୟକ୍ତି ଜଣଙ୍କ
କେବଳ ସହି ପାରିଲା ଭଳି ଗରମ ଅନୁଭବ କରନ୍ତି ଏବଂ ବହୁତ ଆରମ ପାନ୍ତି | ଏମିତି ଅଳ୍ପ କିଛି ଦିନ ମଧ୍ୟରେ
ଯନ୍ତ୍ରଣାର ଉପସମ ହୋଇଥାଏ |
|
- How does fractured bones get healed by using Kalupada seka ?
- To treat fractured bones, first the x-ray of the fractured part is examined. Then,
on a bandage the herbal mixture made of different medicinal herbs which has the
ability to cure the pain and stiffness, is bound around the affected body part for
2-4 weeks. Some small pieces of bamboo stick may be used to support the fractured
bone. This duration of the bandage is set after examining the condition of the affected
broken bone. After this the fractured bone gets healed upto some extent. This bandage
is changed in every four days with new herbal mixture. This herbal mixture along
with the oil penetrates into the skin easily and helps in calcium formation at the
affected part thus giving a faster recovery.
After this period, the next part of the healing process starts by using Kalupada
seka(heat therapy) which is applied on the fractured part. This is done by the following
process: First of all, herbal oil is applied above the skin of the fractured or
the swollen part. Then on a bandage some herbal oils and potion is kept on the affected
area and heat is applied by the help of a hot iron rod. The patient only feels the
heat as he/she can bear. The patient has to continue this daily as directed by our
Kabiraj.
|
|
- କିପରି ଭଙ୍ଗା ହାଡ କାଳୁପଡା ସେକର ବ୍ୟବହାର ଦ୍ଵାରା ଭଲ ହୋଇଥାଏ ?
- ଭଙ୍ଗା ହାଡକୁ ଠିକ୍ କରିବା ପାଇଁ ସର୍ବ ପ୍ରଥମେ ଭଙ୍ଗା ହାଡର ଏକ୍ସ-ରେ କୁ ଯାଞ୍ଚ କରାଯାଇଥାଏ |
ତାପରେ ଏହି ଯନ୍ତ୍ରଣା ଏବଂ ଦରଜର ଉପସମ ପାଇଁ, କିଛି ପରାସ୍ତ କଟନ କପଡା ଉପରେ କେତେ ଗୁଡିଏ ପ୍ରକୃତିକ
ଔଷଧୀୟ ଚେରମୂଳିର ଲେପ ଦିଆଯାଇ ପଟ୍ଟି ବନ୍ଧାଯାଏ ଏବଂ ଏହାକୁ ଯନ୍ତ୍ରଣା ସ୍ଥାନ ଉପରେ ୨-୪ ସପ୍ତାହ
ପର୍ଯ୍ୟନ୍ତ ରଖିବାକୁ ହୁଏ | କିଛି ଛୋଟ ବାଉଁଶ ଖଣ୍ଡକୁ ମଧ୍ୟ ଏହି ଯନ୍ତ୍ରଣା ହେଉଥିବା ସ୍ଥାନକୁ
ଭରା ଦେବା ପାଇଁ ଭ୍ୟବହାର କରାଯାଇପାରେ | ପଟ୍ଟିର ଏହି ଅବଧି ପ୍ରଭାବିତ ଭଙ୍ଗା ହାଡର ଅବସ୍ଥାକୁ
ଯାଞ୍ଚ କରିବା ପରେ ନିର୍ଧାରିତ କରାଯାଇଥାଏ | ଏହା ପରେ ଭଙ୍ଗା ହାଡର ଅବସ୍ଥାରେ କିଛି ଉନ୍ନତି ପରିଲକ୍ଷିତ
ହୋଇଥାଏ | ଏହି ପଟ୍ଟି ପ୍ରତି ଚାରି ଦିନରେ ବଦଳା ଯାଇ ଆଉଥରେ ନୂଆ ଲେପ ସହ ବନ୍ଧାଯାଇଥାଏ | ଏହି
ଆୟୁର୍ବେଦିକ ମିଶ୍ରଣ ତୈଳ ସହିତ ମିଶି ଚର୍ମ ବାଟେ ଦେଇ ପ୍ରବେଶ କରିଥାଏ ଏବଂ ଯନ୍ତ୍ରଣା ହେଉଥିବା
ସ୍ଥାନରେ କାଲ୍ସିଅମ୍ ଗଠନରେ ସାହାଯ୍ୟ କରିଥାଏ ଯାହା ଫଳରେ ଶୀଘ୍ର ଯନ୍ତ୍ରଣା ବା ପୀଡା ଦୂର ହୋଇଥାଏ
|
ଏହି ଅବଧି ପରେ ଚିକିତ୍ସାର ପରବର୍ତୀ ପର୍ଯ୍ୟାୟରେ କାଳୁପଡା ସେକ (ଗରମ ଚିକିତ୍ସା)କୁ ଯନ୍ତ୍ରଣା
ସ୍ଥାନ ଉପରେ ଦିଆ ଯାଇଥାଏ | ଏହା ନିମ୍ନ ଲିଖିତ ପ୍ରକ୍ରିୟା ଦ୍ଵାରା ଆରମ୍ଭ କରାଯାଇଥାଏ:- ସର୍ବ ପ୍ରଥମେ
ଆୟୁର୍ବେଦିକ ତୈଳକୁ ବେଦନା ହେଉଥିବା କିମ୍ବା ଫୁଲିଥିବା ସ୍ଥାନରେ ଲଗା ଯାଇଥାଏ | ତାପରେ କିଛି ଆୟୁର୍ବେଦିକ
ତୈଳ ଏବଂ ପ୍ରକୃତିକ ଔଷଧୀୟ ଚେରମୂଳିର ମିଶ୍ରଣକୁ ଏକ ପଟ୍ଟି ଉପରେ ରଖି, ତାଉପରେ ତତଲା ଲୁହା ରଡକୁ
ଧୀରେ ଧୀରେ ରଖି ସେକ ଦିଆଯାଇଥାଏ | ରୋଗୀ କେବଳ ସେତିକି ଗରମ ଅନୁଭବ କରନ୍ତି ଯେତିକି ସେ ସହ୍ୟ କରିପାରିବେ
| ଆମ କବିରାଜଙ୍କ ନିର୍ଦେଶ ଅନୁସାରେ ଏହି ସେକକୁ ପ୍ରତିଦିନ ନେବାକୁ ହୋଇଥାଏ |
|
- How many days does it take to heal the fractured bone or joint pain problems ?
- It depends on the affected body part and its injury. But generally, after 10-15
days, if the injury is minor, then the patient can get healed by using our herbal
and ayurvedic treatment.
|
|
- କେତେ ଦିନ ମଧ୍ୟରେ ହାଡ ଭଙ୍ଗା କିମ୍ବା ଆଣ୍ଠୁ ଗଣ୍ଠି ବାତ ସମସ୍ୟା ସବୁ ଦୂର ହୋଇଥାଏ ?
- ଏହା ପ୍ରଭାବିତ ଶରୀରର ଅଙ୍ଗ ଏବଂ ତାର ଯନ୍ତ୍ରଣା ଉପରେ ନିର୍ଭର କରିଥାଏ | କିନ୍ତୁ ଯଦି ଯନ୍ତ୍ରଣାଟି
ମାମୁଲି ଥାଏ ତାହେଲେ, ୧୦-୧୫ ଦିନ ପରେ ରୋଗୀ ଆମର ପ୍ରକୃତିକ ଔଷଧୀୟ ଚେରମୂଳିର ଉପଚାର ପରେ ଆରାମ
ପାଇଥାନ୍ତି |
|
- Does this treatment has any side-effects ?
- No, this treatment is an ayurvedic treatment and does not have any side-effects
at all.
|
|
- ଏହି ଚିକିତ୍ସାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଅଛି କୀ ?
- ନାଁ, ଏହି ଚିକିତ୍ସା ଏକ ଆୟୁର୍ବେଦିକ ଚିକିତ୍ସା ଅଟେ ଏବଂ ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ
|
|
- Who can get benifit from this treatment ?
- Any person, may be male, female or children can be benifited from this treatment.
|
|
- କିଏ ଏହି ଚିକିତ୍ସାର ଲାଭ ଉଠାଇ ପାରିବେ ?
- ଯେ କୌଣସି ମଣିଷ, ସେ ପୁରୁଷ, ମହିଳା, କିମ୍ବା ଶିଶୁ ହୁଅନ୍ତୁ, ଏହାର ଲାଭ ଉଠାଇ ପାରିବେ |
|
- Does this treatment burn skin or muscles or leave any burnt marks on body ?
- No, this treatment does not burn the skin or muscles. It does not leave any burnt
marks after treatment. This treatment is given by our well experienced therapists
with much cautious and responsibility. So, no such harm is done to body. The patient
only feels easy and gets relief from pain.
|
|
- କ'ଣ ଏହି ଚିକିତ୍ସାର ବ୍ୟବହାର ଦ୍ଵାରା ଚର୍ମ କିମ୍ବା ମାଂସପେଶୀ ଜଳିଯାଏ କିମ୍ବା ପରେ ଶରୀର ଉପରେ
କୌଣସି ପୋଡା ଦାଗ ରୁହେ କୀ ?
- ନାଁ, ଏହି ଉପଚାର ଚର୍ମ କିମ୍ବା ମାଂସପେଶୀକୁ ଜାଳେ ନାହିଁ | ଏହି ଉପଚାର ଫଳରେ ଶରୀରରେ କୌଣସି ଜଳା
ଦାଗ ମଧ୍ୟ ସୃଷ୍ଟି ହୁଏ ନାହିଁ | ଏହି ଚିକିତ୍ସା ଆମର ଅନୁଭବି ପୁରୁଷ ମାନେ ବହୁତ ସତର୍କ ଓ ଦାଇତ୍ଵ
ସହ ଦେଇଥାନ୍ତି | ତେଣୁ କୌଣସି ପ୍ରକାର ଅସୁବିଧା ଶରୀରକୁ ଲାଗେ ନାହିଁ | ରୋଗୀଙ୍କୁ କେବଳ ସହଜ ଏବଂ
ବେଦନାରୁ ମୁକ୍ତି ମିଳିଥାଏ |
|
- Can all types of bone fractures be healed by the treatment of Kalupada Seka ?
- Yes, almost all types of bone fractures might be healed by the treatment of Kalupada
Seka.
|
|
- କ'ଣ ସବୁ ପ୍ରକାର ଭଙ୍ଗା ହାଡକୁ କାଳୁପଡା ସେକ ଚିକିତ୍ସା ଦ୍ଵାରା ଠିକ୍ କରାଯାଇପାରେ ?
- ହଁ, ସବୁ ପ୍ରକାର ଭଙ୍ଗା ହାଡକୁ କାଳୁପଡା ସେକ ଚିକିତ୍ସା ଦ୍ଵାରା ଠିକ୍ କରାଯାଇପାରେ |
|