What is Kalupada Seka ?
Kalupada Seka (heat therapy) is a treatment which is used to heal fractured bones,
Spondilytis, Joint pain, Back pain and Sciatica pain. At first this practise was
started in Kalupada Ghat, Khordha, Odisha; hence, the name of the treatment is
also named after the place.
କାଳୁପଡା ସେକ କ'ଣ ?
କାଳୁପଡା ସେକ(ଗରମ ଚିକିତ୍ସା) ହେଉଛି ଏକ ପ୍ରକାର ଉପଚାର ଯାହାକୁ ଭ୍ୟବହାର କରି ଭଙ୍ଗା ହାଡ, ସ୍ପଣ୍ଡିଲାଇଟିସ୍
, ଆଣ୍ଠୁ ଗଣ୍ଠି ବାତ, ପିଠି ଯନ୍ତ୍ରଣା, ସାଇଟିକା ଯନ୍ତ୍ରଣା ସବୁ ଠିକ୍ କରାଯାଇଥାଏ | ପ୍ରଥମେ ଏହି
ଚିକିତ୍ସା ପଦ୍ଧ୍ହତି କାଳୁପଡା ଘାଟ, ଖୋର୍ଦ୍ଧା, ଓଡିଶା ରେ ଆରମ୍ଭ ହୋଇଥିବାରୁ ଏହାର ନାମ କାଳୁପଡା
ସେକ ଭାବରେ ନାମିତ କରାଯାଇଛି |